Responsive Ad Slot

ନୂଆ ଖବର

latest

ଦୀପାବଳିର ସନ୍ଧ୍ୟାରେ ଶୁଭୋଦୟର ୨ୟ ସଂସ୍କରଣ ଉନ୍ମୋଚିତ

Sunday, November 15, 2020

/ by Gapu

Shubhodaya launches 2nd edition on Diwali

ଭଦ୍ରକ
(୧୬ ନଭେମ୍ବର ୨୦୨୦): ଦୀପାବଳି ଅବସରରେ ଓଡ଼ିଆ ଇ-ପତ୍ରିକା ଶୁଭୋଦୟର ୨ୟ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । ଶୁଭପଲ୍ଲବ ପ୍ରକାଶନୀ ଦ୍ୱାରା ପ୍ରକାଶ ପାଉଥିବା ଏହି ମାସିକ ଇ-ପତ୍ରିକାଟିର ୨ୟ ସଂସ୍କରଣରେ ସମୁଦାୟ ୧୪ଟି ବଛାବଛା ଗପ, କବିତା ଆଦି ପ୍ରକାଶ ପାଇଛି ।

ଏହି ସଂସ୍କରଣଟିର କଭର୍ ଫଟୋରେ ଦୀପାବଳି ଥିମ୍‌କୁ ନେଇ ଏକ ଚାନ୍ଦିନୀ ରଣାଙ୍କ ଏକ ଫଟୋ ସ୍ଥାନିତ କରାଯାଇଛି । ପତ୍ରିକାଟିର ସମ୍ପାଦନା କାର୍ଯ୍ୟ ତୁଲାଇଛନ୍ତି ଶୁଭପଲ୍ଲବ ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି । ଏହି ପତ୍ରିକାଟି ଶୁଭପଲ୍ଲବ ୱେବ୍‌ସାଇଟ୍ ସହିତ ଆନ୍ତର୍ଜାତୀୟ ରିଡିଂ ସାଇଟ୍ ମାଗ୍‌ଜ୍‌ଟର୍‌ରେ ମୁକ୍ତ ଭାବରେ ଉପଲବ୍ଧ ହେଉଛି ।

Don't Miss
© all rights reserved
made with by templateszoo | Upated by GAPU