Responsive Ad Slot

ନୂଆ ଖବର

latest

ପଖାଳ ଦିବସ ପାଇଁ ବିଦେଶୀଙ୍କର ଶୁଭେଚ୍ଛା ବାର୍ତ୍ତା

Tuesday, March 20, 2018

/ by Gapu
ଆଜିର ପଖାଳ ଦିବସ ପାଇଁ ଟୁଇଟରେ ଓଡ଼ିଆ ଟୁଇଟିଆଳୀମାନଙ୍କର ଟ୍ରେଣ୍ଡ ସାଙ୍ଗକୁ ସୁଦର୍ଶନ ପଟ୍ଟନାୟକଙ୍କର ପଖାଳ ଭୋଜନର ସୁଆଦିଆ ମନମୁଗ୍ଧକର ବାଲୁକାକଳା ବିଦେଶୀମାନଙ୍କୁ ମଧ୍ୟ ଆକର୍ଷଣ କରିଛି । ହାଇଦ୍ରାବାଦରେ ଅବସ୍ଥାପିତ ଯୁକ୍ତରାଷ୍ଟ୍ର ଆମେରିକାର କନ୍‌ସୋଲ୍ ଜେନେରାଲ୍ କାଥେରିନ୍ ହଡ୍ଡା ସୁଦର୍ଶନଙ୍କର ଟୁଇଟ୍‌କୁ ରି-ଟୁଇଟ୍ କରି ପଖାଳ ଦିବସର ଅଭିନନ୍ଦନ ବାର୍ତ୍ତା ଜଣାଇଛନ୍ତି ।
Katherine Hadda
ସେ ପଖାଳ ଦିବସ ପାଇଁ ପ୍ରଥମେ ଇଂରାଜୀରେ ଏବଂ ପରେ ଓଡ଼ିଆରେ ଲେଖି ଓଡ଼ିଆମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Don't Miss
© all rights reserved
made with by templateszoo | Upated by GAPU