Responsive Ad Slot

ନୂଆ ଖବର

latest

ଓଡ଼ିଶାର ହକି ତାରକା ଦିଲୀପ ତିର୍କୀଙ୍କ ପଖାଳ ଦିବସରେ ବାର୍ତ୍ତା

Tuesday, March 20, 2018

/ by Gapu
"ପଖାଳ କେବଳ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ନୁହେଁ । ଏହା ଓଡ଼ିଆଙ୍କ ଜୀବନଧାରା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ଅଭିନ୍ନ ଅଙ୍ଗ । ପଖାଳର ମହତ୍ତ୍ୱକୁ ଉଜ୍ଜୀବିତ ରଖିବା ପାଇଁ ଓଡ଼ିଆ ନେଟିଜେନଙ୍କ ପ୍ରୟାସ ପ୍ରଶଂସନୀୟ ।" ଆଜି ପଖାଳ ଦିବସ ଅବସରରେ ଓଡ଼ିଶାର ହକି ତାରକା ଦିଲୀପ ତିର୍କୀ ଏହା ଲେଖି ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି ।

Dilip Kumar Tirkey

ଏଥିସ‌ହ ସେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କର ପଖାଳ ଦିବସ ପାଇଁ ନିର୍ମିତ ସୁନ୍ଦର ବଲୁକା କଳାକୁ ମଧ୍ୟ ପ୍ରସଂଶା କରିଛନ୍ତି । ସେ ସୁଦର୍ଶନଙ୍କୁ ପ୍ରସଂସା କରି କ‌ହିଛନ୍ତି, "ଏହା ସାଙ୍ଗକୁ ମୋ ବନ୍ଧୁ @sudarsansand ଙ୍କ ସୁନ୍ଦର ବାଲୁକା କଳା #PakhalaDibasa କୁ ଭିନ୍ନ ଏକ ପରିଚୟ ଦେଇଛି ।"


Don't Miss
© all rights reserved
made with by templateszoo | Upated by GAPU