Responsive Ad Slot

ନୂଆ ଖବର

latest

ପଖାଳ ଦିବସ ପାଇଁ ଅଣଓଡ଼ିଆ ରୋଷେୟାରଙ୍କ ଟୁଇଟ

Monday, March 19, 2018

/ by Gapu

ଓଡ଼ିଶାର ପଖାଳ ଦିବସ ପାଳନକୁ ରାଜ୍ୟ ବାହାରେ ଅଣଓଡ଼ିଆମାନେ ମଧ୍ୟ ସ୍ୱାଗତ କରିଛନ୍ତି । ଦ ବମ୍ୱେ କ୍ୟାଣ୍ଟିନ୍‌ରୁ ଓଡ଼ିଶାର ପଖାଳ ଦିବସ ପାଇଁ ପଖାଳର ବ୍ୟବସ୍ଥା ହୋଇଛି । ପଖାଳ ଦିବସ ପାଇଁ ସେମାନେ ବୋଇତାଳୁ (କ‌ଖାରୁ) ଫୁଲ ଭଜା ସ‌ହ ପଖାଳ ବ୍ୟବସ୍ଥା କରିଥିଲେ । ଏହି ଖୁସିଖବର ଟୁଇଟ କରି ଜଣାଇଥିଲେ ତାଙ୍କର ରୋଷେୟା ଟି. ଜ୍ୟାକ୍ ।

Don't Miss
© all rights reserved
made with by templateszoo | Upated by GAPU