Responsive Ad Slot

ନୂଆ ଖବର

latest

ମିଶରର ପିରାମିଡ଼ରୁ ପଖାଳଦିବସର ବାର୍ତ୍ତା

Monday, March 19, 2018

/ by Gapu
କିଛିଦିନ ତଳେ ସୋସିଆଲ ମିଡ଼ିଆରେ ରସଗୋଲା ଉପରେ ମିଶରର ପିରାମିଡ଼ ପାଖରୁ ଫଟୋ ଛାଡ଼ି ଚର୍ଚ୍ଚାରେ ଆସି ଖବରକାଗଜର ପୃଷ୍ଠା ମଣ୍ଡନ କରୁଥିବା ସାଇ ପ୍ରକାଶ ଜେନା ଏବେ ପୁଣିଥରେ ପଖାଳ ଦିବସ ପାଇଁ ସୋସିଆଲ ମିଡ଼ିଆରେ ଅନ୍ୟ ଏକ ଫଟୋ ଛାଡ଼ିଛନ୍ତି ।


ଇଜିପ୍ଟରେ ନିଜର କର୍ମମୟ ଜୀବନ ବିତାଉଥିବା ସାଇ ଆଜି ପଖାଳ ଦିବସ ପାଇଁ ହାତରେ ରସଗୋଲାର ବାର୍ତ୍ତା ଧାରଣ କରି ପୁଣିଥରେ ଛିଡ଼ା ହୋଇଥିଲେ ମିଶରର ପିରାମିଡ଼ ସାମ୍ନାରେ । ସେଥିରେ ପଖାଳ ଦିବସ ପାଇଁ ଓଡ଼ିଆ ବାସୀଙ୍କୁ ନିଜର ବାର୍ତ୍ତା ଦେବା ସ‌ହ ପଖାଳ ଖାଇ ପଖାଳ ଦିବସ ପାଳନ କରିବାକୁ ସଭିଙ୍କୁ ସେ ଆହ୍ୱାନ ଦେଇଛନ୍ତି ।

Don't Miss
© all rights reserved
made with by templateszoo | Upated by GAPU