Responsive Ad Slot

ନୂଆ ଖବର

latest

ମାନସ ରଞ୍ଜନଙ୍କ ଦ୍ୱାରା ନୂଆ ଓଡ଼ିଆ ଭଜନ ରିଲିଜ୍

Sunday, April 19, 2020

/ by Gapu

ବ୍ୟୁରୋ (୨୦ ଅପ୍ରେଲ ୨୦୨୦): ଏହି ଲକ୍‌ଡାଉନ୍ ସମୟରେ ଓଡ଼ିଆ ଗୀତିକାର ତଥା କଣ୍ଠଶିଳ୍ପୀ ମାନସ ରଞ୍ଜନଙ୍କର ଏକ ନୂଆ ଓଡ଼ିଆ ଭଜନ ହେ କଳାମୁଖ ମୁକ୍ତିଲାଭ କରିଛି । ଓଡ଼ିଆ ଜାତିର ଗର୍ବ ଗୌରବ, ସାରା ଜଗତର ସେହି କାଳିଆ ଠାକୁରଙ୍କର କଳାମୁଖକୁ ନେଇ ରଚିତ ତାଙ୍କର ଏହି ଗୀତଟିକୁ ସେ ନିଜେ ସ୍ୱର ସଂଯୋଜନା କରିବା ସହ ନିଜେ ମଧ୍ୟ କଣ୍ଠଦାନ କରିଛନ୍ତି ।

ଏହି ଗୀତଟି ଗତ ଅପ୍ରେଲ ୧୮ ତାରିଖରେ ତାଙ୍କ ନିଜର ୟୁ-ଟ୍ୟୁବ୍ ଚେନାଲ୍‌ରେ ମୁକ୍ତିଲାଭ କରିଥିଲା । ଲକ୍‌ଡାଉନ୍ ସମୟରେ ଏହି ଗୀତଟିକୁ ଲୋକେ ପସନ୍ଦ କରିବେ ବୋଲି ମାନସ ରଞ୍ଜନ ମତ ଦେଇଛନ୍ତି ।

Don't Miss
© all rights reserved
made with by templateszoo | Upated by GAPU