Responsive Ad Slot

ନୂଆ ଖବର

latest

ଆପଣ ଜାନନ୍ତି କି ଲକ୍ଷ୍ମୀଙ୍କ ଭଉଣୀ କିଏ? ସେ କେଉଁଭଳି ସ୍ଥାନରେ ବସବାସ କରନ୍ତି?

Friday, October 4, 2019

/ by Gapu

କୁହାଯାଏ ଲକ୍ଷ୍ମୀ ଏବଂ ଅଲକ୍ଷ୍ମୀ ହେଉଛନ୍ତି ଦୁଇ ଭଉଣୀ, ହେଲେ ଏହି ଦୁଇଜଣଙ୍କ ମଧ୍ୟରେ ଆଦୌ ପଡ଼େ ନାହିଁ । ତେଣୁ ଯେଉଁଠି ଲକ୍ଷ୍ମୀ ବାସ କରନ୍ତି, ସେଠାରେ ଅଲକ୍ଷ୍ମୀଙ୍କର ଦୃଷ୍ଟି ମଧ୍ୟ ପଡ଼ିପାରେ ନାହିଁ, ମାତ୍ର ଅଲକ୍ଷ୍ମୀ ଯେଉଁଠି ବାସ କରନ୍ତି, ଲକ୍ଷ୍ମୀ ସେ ସ୍ଥାନ ମାଡ଼ନ୍ତି ନାହିଁ ।

ଲକ୍ଷ୍ମୀ ମୁଖ୍ୟତଃ ସଫାସୁତୁରା ସ୍ଥାନରେ ରହିବାକୁ ପସନ୍ଦ କରୁଥିବାବେଳେ ଅକ୍ଷଲ୍ମୀ ସଦସର୍ବଦା ଅସନା ସ୍ଥାନକୁ ବାଛିଥାନ୍ତି । ଆଉ ଯେଉଁଠାରେ ଅଲକ୍ଷ୍ମୀ ବସବାସ କରନ୍ତି, ସେଠାରେ କଦାପି ଉନ୍ନତି ହୋଇପାରେନାହିଁ । ଯେହେତୁ ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ, ତେଣୁ ଅଲକ୍ଷ୍ମୀଙ୍କ ଥିବା ସ୍ଥାନରେ ସତ୍ ଉପାୟରେ ଧନ ଉପାର୍ଜନ କଥାକୁ ମୁଣ୍ଡକୁ ଢୁକେ ନାହିଁ । 
Don't Miss
© all rights reserved
made with by templateszoo | Upated by GAPU