Responsive Ad Slot

ନୂଆ ଖବର

latest

ପୁରୀ ସମୁଦ୍ର କୂଳରୁ ଆକର୍ଷଣୀୟ ମନୋମୁଗ୍ଧକର ଫଟୋ ଛାଡ଼ିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Tuesday, January 28, 2020

/ by Gapu

ବ୍ୟୁରୋ (୨୮ ଜାନୁଆରୀ ୨୦୨୦): ବଙ୍ଗୋପସାଗରର ବେଳାଭୂମି ପୁରୀଠାରେ କେତେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ, ସେ କଥା ତ ଆପଣମାନେ ନିଶ୍ଚେ ଜାଣିଥିବେ । ଖାଲି ଓଡ଼ିଶାରେ ନୁହେଁ, ଓଡ଼ିଶା ତଥା ଭାରତ ବାହାରର ପର୍ଯଟକମାନେ ପୁରୀ ଆସିଲେ ଏଠାରେ ଥର ନବୁଡ଼ି ଫେରନ୍ତିନି । ସେଇଥିପାଇଁ ତ ଏହାକୁ ମହୋଦଧି ଭାବରେ ଆମର ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ।

ଆଜି ଏହି ସମୁଦ୍ର ବେଳାଭୂମିରୁ କିଛି ଫଟୋ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରିଛନ୍ତି । ଏହି ବେଳାଭୂମିର ସୁନ୍ଦର ଦୃଶ୍ୟ ସମେତ ଓଡ଼ିଶାର ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରିବା ସହ ପର୍ଯ୍ୟଟକମାନଙ୍କୁ ଓଡ଼ିଶା ଆସିବାକୁ ଆମନ୍ତ୍ରଣ ଜଣାଇଛନ୍ତି ।

Don't Miss
© all rights reserved
made with by templateszoo | Upated by GAPU